ମରିଗଲା ମାନବିକତା : ଅଟୋ ଭିତରେ ୯ ଘଣ୍ଟା ରହିଲା ଶିକ୍ଷକଙ୍କ ଶବ

ଜଗନ୍ନାଥପ୍ରସାଦ : ଘଣ୍ଟାଏ ନୁହେଁ କି ୨ ଘଣ୍ଟା ନୁହେଁ, ଦୀର୍ଘ ୯ ଘଣ୍ଟା କାଳ ଧରି ଅଟୋରେ ପଡ଼ି ରହିଥିଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଶବ। କାନ୍ଦି କାନ୍ଦି ଲୋଟି ପଡ଼ୁଥିଲେ ପତ୍ନୀ। ହେଲେ କରୋନା ମହାମାରୀର ଭୟ ଏମିତି ଘାରିଥିଲା ଯେ ଶବକୁ କାନ୍ଧ ଦେବା ତ ଦୂରର କଥା, ଅଟୋରୁ ଓହ୍ଲାଇ ଘର ବାରଣ୍ଡାକୁ ଆଣି ଦେବାକୁ କେହିବି ଉଚିତ୍ ମଣି ନଥିଲେ। ଯେଉଁ ଶିକ୍ଷକ ଦିନେ … Continue reading ମରିଗଲା ମାନବିକତା : ଅଟୋ ଭିତରେ ୯ ଘଣ୍ଟା ରହିଲା ଶିକ୍ଷକଙ୍କ ଶବ